ପାଟଣାଗଡ଼: ନକଲି ନୋଟ୍‌ କାରବାର ଅଭିଯୋଗରେ ୪ ଗିରଫ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ୍‌ ନକଲି ନୋଟ୍‌ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ପ୍ରିଣ୍ଟର ଜବତ କରିଛି। ଆଜି ୩ ଜଣ ଯୁବକ ନକଲି ନୋଟ୍‌ ଦେଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଉଥିଲେ। ପମ୍ପ କର୍ମଚାରୀଙ୍କ ମନରେ ସନ୍ଦେହ ହେବାରୁ ସେମାନଙ୍କୁ କାବୁ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ବୟାନକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ଲୁବ୍ରିମୁଣ୍ଡାର ବାପି କୁଟ୍ଟାରଙ୍କୁ ଗିରଫ କରିଥିଲା। […]

RBI introduces new features in Rs 500, Rs 1,000 notes

Rakesh Mallick
  • Published: Wednesday, 12 October 2016
  • , Updated: 13 October 2016, 03:03 PM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ୍‌ ନକଲି ନୋଟ୍‌ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ପ୍ରିଣ୍ଟର ଜବତ କରିଛି।

ଆଜି ୩ ଜଣ ଯୁବକ ନକଲି ନୋଟ୍‌ ଦେଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଉଥିଲେ। ପମ୍ପ କର୍ମଚାରୀଙ୍କ ମନରେ ସନ୍ଦେହ ହେବାରୁ ସେମାନଙ୍କୁ କାବୁ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ବୟାନକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ଲୁବ୍ରିମୁଣ୍ଡାର ବାପି କୁଟ୍ଟାରଙ୍କୁ ଗିରଫ କରିଥିଲା। ତାଙ୍କ ଘରୁ ୨ଟି ପ୍ରିଣ୍ଟର ଜବତ କରିଥିବା ଜଣାପଡ଼ିଛି।

Related story