ପଟ୍ଟାମୁଣ୍ଡାଇ: ଗୁଳି ମାଡ଼ରେ ଜଣେ ମୃତ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଛେଦରା କେନାଲ ନିକଟରେ ଗୁଳିମାଡରେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଦୁର୍ବୃତ୍ତ ଏକ ଟାଟାଏସିରୁ ଗାଡିରୁ ଡ୍ରାଇଭରକୁ ବାହାରକୁ ଟାଣି ଆଣି ଗୁଳିମାଡ କରିଥିଲେ। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଆସିଥିବା ବାଇକରେ ଫେରାର ହୋଇଯାଇଥିଲେ। କିଏ ଓ କାହିଁକି ଗୁଳିମାଡ କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

gulimada

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 03:44 PM IST

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଛେଦରା କେନାଲ ନିକଟରେ ଗୁଳିମାଡରେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଦୁର୍ବୃତ୍ତ ଏକ ଟାଟାଏସିରୁ ଗାଡିରୁ ଡ୍ରାଇଭରକୁ ବାହାରକୁ ଟାଣି ଆଣି ଗୁଳିମାଡ କରିଥିଲେ। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଆସିଥିବା ବାଇକରେ ଫେରାର ହୋଇଯାଇଥିଲେ।

କିଏ ଓ କାହିଁକି ଗୁଳିମାଡ କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Related story