ଚାକିରି ଦେବାକୁ କହି ଠକି ଦେଲେ !

  • Published: Wednesday, 01 November 2023
  • , Updated: 01 November 2023, 07:01 PM IST

ପଇସା ଦିଅ, ନିଯୁକ୍ତି ପତ୍ର ନିଅ । ସୋଶାଲ ମିଡିଆରେ ବିଜ୍ଞାପାନ ଜରିଆରେ ଲୋକଙ୍କୁ ଠକାଯାଇଛି । ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବା ନାଁରେ ଯୁବକଯୁବତୀଙ୍କଠାରୁ ଠକେଇ ଅଭିଯୋଗ । ତେବେ ଚାକିରି କରାଇଦେବାକୁ କହି ଦଲାଲ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଏତଲା ପରେ ଉକ୍ତ ସଂସ୍ଥା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Related story