ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲା: ଜଷ୍ଟିସ ପିକେ ମହାନ୍ତି କମିଶନଙ୍କ ୫ ଜଣିଆ ଟିମର ପିପିଲି ଥାନା ପରିଦର୍ଶନ

ପିପିଲି: ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ପି.କେ. ମହାନ୍ତି କମିଶନଙ୍କ ଏକ ୫ ଜଣିଆ ଟିମ୍ ଆଜି ପିପିଲି ଥାନାକୁ ଯାଇ ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନର ଥାନା ଅଧିକାରୀଙ୍କଠାରୁ ଘଟଣା ସମ୍ପର୍କରେ ସେ ସମୟରେ କ’ଣ ରିପୋର୍ଟ ହୋଇଥିଲା ଓ ୨୦୧୨ ମସିହାରେ ତଦନ୍ତ କିଭଳି ଥିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ କମିଶନ ଟିମ୍ ଏସଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ରିପୋର୍ଟ […]

pipili

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 10:11 AM IST

ପିପିଲି: ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ପି.କେ. ମହାନ୍ତି କମିଶନଙ୍କ ଏକ ୫ ଜଣିଆ ଟିମ୍ ଆଜି ପିପିଲି ଥାନାକୁ ଯାଇ ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନର ଥାନା ଅଧିକାରୀଙ୍କଠାରୁ ଘଟଣା ସମ୍ପର୍କରେ ସେ ସମୟରେ କ’ଣ ରିପୋର୍ଟ ହୋଇଥିଲା ଓ ୨୦୧୨ ମସିହାରେ ତଦନ୍ତ କିଭଳି ଥିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ କମିଶନ ଟିମ୍ ଏସଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ରିପୋର୍ଟ ଜଷ୍ଟିସ ପିକେ ମହାନ୍ତିଙ୍କ ନିକଟରେ ଦାଖଲ କରାଯିବ ବୋଲି ଆଇନଜୀବୀ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

Related story