ଝିମିଟିଖେଳରୁ ମହାଭାରତ: ଡେଲାଙ୍ଗ ଘୋରଡିଆରେ ଗୋଷ୍ଠୀ ସଂଘର୍ଷ

ପୁରୀ: ଡେଲାଙ୍ଗ ଘେ।ରଡିଆରେ ଗେ।ଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଗେ।ଷ୍ଠୀ ସଂଘର୍ଷ ହେ।ଇଥିବା ଜଣାପଡିଛି । ଉଭୟ ଗେ।ଷ୍ଠୀ ପକ୍ଷରୁ  ଘେ।ରଡିଆ ଗଁ। ଓ ଏହାର ଆଖପାଖ ଅଞ୍ଚଳରେ ବେ।ମାମାଡ ଓ ଦେ।କାନ ଭଙ୍ଗାରୁଜା ହେ।ଇଛି ।  ଉତକ୍ତ ଲେ।କଙ୍କୁ କାବୁ କରିବାକୁ ପୁଲିସ ଟିୟର ଗ୍ୟାସ୍‌ ମାଡ କରିବାକୁ ପଡିଥିଲା । ଏକ କୁକୁଡା ଫାର୍ମରେ ଉତ୍ୟକ୍ତ ଲେ।କେ ନିଆଁ ଲଗାଇ ଦେଇଥିବା ଅଭିଯେ।ଗ ହେ।ଇଛି । ପରିସ୍ଥିତ ଉତ୍ତେଜନପୂର୍ଣ୍ଣ ଥିବାରୁ ୧୦ ପ୍ଲାଟୁନ […]

p

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 10:43 PM IST

ପୁରୀ: ଡେଲାଙ୍ଗ ଘେ।ରଡିଆରେ ଗେ।ଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଗେ।ଷ୍ଠୀ ସଂଘର୍ଷ ହେ।ଇଥିବା ଜଣାପଡିଛି । ଉଭୟ ଗେ।ଷ୍ଠୀ ପକ୍ଷରୁ  ଘେ।ରଡିଆ ଗଁ। ଓ ଏହାର ଆଖପାଖ ଅଞ୍ଚଳରେ ବେ।ମାମାଡ ଓ ଦେ।କାନ ଭଙ୍ଗାରୁଜା ହେ।ଇଛି ।  ଉତକ୍ତ ଲେ।କଙ୍କୁ କାବୁ କରିବାକୁ ପୁଲିସ ଟିୟର ଗ୍ୟାସ୍‌ ମାଡ କରିବାକୁ ପଡିଥିଲା । ଏକ କୁକୁଡା ଫାର୍ମରେ ଉତ୍ୟକ୍ତ ଲେ।କେ ନିଆଁ ଲଗାଇ ଦେଇଥିବା ଅଭିଯେ।ଗ ହେ।ଇଛି । ପରିସ୍ଥିତ ଉତ୍ତେଜନପୂର୍ଣ୍ଣ ଥିବାରୁ ୧୦ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି । ପରିସ୍ଥିତ ଏତେ ଅସମ୍ଭାଳ ହେ।ଇଥିଲା ଯେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଏସ୍‌ପି, ୪ଜଣ ତହସିଲଦାର ଏବଂ ଏସଡିପିଓ ଘଟଣାସ୍ଥଳରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ । ବର୍ତ୍ତମାନବି ଘେ।ରଡିଆ ସହ ଆଖପାଖ ଗଁ।ରେ ଚାପା ଉତ୍ତେଜନା ଲାଗିରହିଛି ।

Related story