ପିପିଲି: ଷ୍ଟେଟ ବ୍ୟାଙ୍କ ନିକଟରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର

ପିପିଲି: ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁମୁନ୍ଦପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଆଜି ଜଣେ  ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣଙ୍କ ଏକ ଧଳା ରଙ୍ଗର ହାପ ପ୍ୟାଣ୍ଟ ଏବଂ ଏକ ଫୁଲ ସାର୍ଟ ପିନ୍ଧିଥିଲେ। ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ କରିଛି।

julantha-67

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 06:06 AM IST

Related story