ଓଏସ୍‌ଏଲ୍‌ କମ୍ପାନୀର ଅପରାଧୀକ ପୃଷ୍ଠଭୂମି ଯାଞ୍ଚ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ମହିମାଙ୍କ କମ୍ପାନୀ ଓଏସ୍‌ଏଲ୍‌ର ଅପରାଧୀକ ପୃଷ୍ଠଭୂମି ନେଇ ପୋଲିସ୍‌ ଖୋଳତାଡ ଜାରି କରିଛି। ଅଭିଯୁକ୍ତ ଅଶୋକ ବିହାରୀକୁ ଜେରା ବେଳେ ପୋଲିସକୁ ଜେଏମ୍‌ ବକ୍ସି କମ୍ପାନୀ ଅଧିକାରୀ ନିରଞ୍ଜନ ପାଢ଼ୀଙ୍କ ନିଖୋଜ ହେବା ନେଇ ସୂଚନା ମିଳିଥିଲା। ଏହାକୁ ଆଧାରକରି ପୋଲିସ୍‌ ଓଏସ୍‌ଏଲ୍‌ର ଦୁଇ ଅଧିକାରୀ ଓ ଜେଏମ୍‌ ବବ୍ସି କମ୍ପାନୀର ୨ ଅଧିକାରୀଙ୍କୁ ପାରାଦୀପ ଥାନାରେ ହାଜର ହେବା ପାଇଁ ନୋଟିସ୍‌ କରିଥିଲା। ଆଜି […]

osl

osl

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 07:40 PM IST

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ମହିମାଙ୍କ କମ୍ପାନୀ ଓଏସ୍‌ଏଲ୍‌ର ଅପରାଧୀକ ପୃଷ୍ଠଭୂମି ନେଇ ପୋଲିସ୍‌ ଖୋଳତାଡ ଜାରି କରିଛି। ଅଭିଯୁକ୍ତ ଅଶୋକ ବିହାରୀକୁ ଜେରା ବେଳେ ପୋଲିସକୁ ଜେଏମ୍‌ ବକ୍ସି କମ୍ପାନୀ ଅଧିକାରୀ ନିରଞ୍ଜନ ପାଢ଼ୀଙ୍କ ନିଖୋଜ ହେବା ନେଇ ସୂଚନା ମିଳିଥିଲା। ଏହାକୁ ଆଧାରକରି ପୋଲିସ୍‌ ଓଏସ୍‌ଏଲ୍‌ର ଦୁଇ ଅଧିକାରୀ ଓ ଜେଏମ୍‌ ବବ୍ସି କମ୍ପାନୀର ୨ ଅଧିକାରୀଙ୍କୁ ପାରାଦୀପ ଥାନାରେ ହାଜର ହେବା ପାଇଁ ନୋଟିସ୍‌ କରିଥିଲା। ଆଜି ୪ ଅଧିକାରୀଙ୍କୁ ପୋଲିସ୍‌ ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story