ପୁରୀ: ଏଟିଏମ୍‌ ଲୁଟ୍‌ ଉଦ୍ୟମ

ପୁରୀ: ପୁରୀ ଜିଲ୍ଲା ଗୁଣ୍ଡିଚା ମନ୍ଦିର ପଛପଟ ସୁରୁଚି ମଣ୍ଡପ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଗତକାଲି ରାତିରେ ଲୁଟ୍‌ ଉଦ୍ୟମ ହୋଇଥିଲା। ଦୃର୍ବୁତ୍ତମାନେ ଏଟିଏମ୍‌ ଭାଙ୍ଗି ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ପାରି ଫେରାର ହୋଇଯାଇଛନ୍ତି। ଦୁବର୍ବୁତ୍ତମାନେ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। ହେଲେ ଆଇରନ୍‌ ଚେଷ୍ଟ ସୁରକ୍ଷିତ ରହିଛି। ଯିବା ବେଳେ ଦୃର୍ବୁତ୍ତମାନେ ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ଖବର ପାଇଁ  କୁମ୍ଭାରପଡ଼ା ଥାନା ପୋଲିସ ଓ […]

loot

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 01:06 PM IST

ପୁରୀ: ପୁରୀ ଜିଲ୍ଲା ଗୁଣ୍ଡିଚା ମନ୍ଦିର ପଛପଟ ସୁରୁଚି ମଣ୍ଡପ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଗତକାଲି ରାତିରେ ଲୁଟ୍‌ ଉଦ୍ୟମ ହୋଇଥିଲା। ଦୃର୍ବୁତ୍ତମାନେ ଏଟିଏମ୍‌ ଭାଙ୍ଗି ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ପାରି ଫେରାର ହୋଇଯାଇଛନ୍ତି।

ଦୁବର୍ବୁତ୍ତମାନେ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। ହେଲେ ଆଇରନ୍‌ ଚେଷ୍ଟ ସୁରକ୍ଷିତ ରହିଛି। ଯିବା ବେଳେ ଦୃର୍ବୁତ୍ତମାନେ ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ଖବର ପାଇଁ  କୁମ୍ଭାରପଡ଼ା ଥାନା ପୋଲିସ ଓ ଫରେନସିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related story