ପୁରୀ: ପର୍ଯ୍ୟଟକଙ୍କ ଠାରୁ ମୋବାଇଲ୍ ଲୁଟ୍ ଘଟଣାରେ ୨ ଗିରଫ

ପୁରୀ: ଝାଡଖଣ୍ଡ ଚକ୍ରଧରପୁରରୁ ଉତ୍କଳ ଏକ୍ସପ୍ରେସରେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କଠାରୁ ମୋବାଇଲ ଲୁଟ୍ ଘଟଣାରେ ପୁରୀ ଜିଆରପି ଆଜି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦନପୁର ଅଞ୍ଚଳର ଜିତେନ୍ଦ୍ର ସାହୁ ଏବଂ ପ୍ରଫୁଲ ଦାସ। ସକାଳ ୬ଟାରେ ରିତୁଜା ଚକ୍ରବର୍ତ୍ତି ମୋବାଇଲ ହାତରେ ଧରିଥିବା ସମୟରେ ୨ଜଣ ଦୁର୍ବୃତ୍ତ ମୋବାଇଲ ଛଡାଇ ନେଇ ଚଳନ୍ତା ଟ୍ରେନରୁ ଡେଇଁପଡି ଥିଲେ। ତେବେ ପୁରୀ ବୀରରାମଚନ୍ଦ୍ରପୁର ଗ୍ରାମବାସୀ ୨ଜଣଙ୍କୁ ଧରି ଜି.ଆର.ପି ପୋଲିସକୁ ଜିମା ଦେଇଥିଲେ।

loot

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 03:01 PM IST

Related story