ପୁରୀ: ନିଷିଦ୍ଧାଞ୍ଚଳରୁ ୪ ଟ୍ରଲର ଜବତ, ୩୨ ଗିରଫ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ବେଆଇନ ମାଛ ଧରୁଥିବା ଅଭିଯୋଗରେ କୋଷ୍ଟଗାର୍ଡ ୪ଟି ଟ୍ରଲର ଜବତ କରିବା ସହ ୩୨ ଜଣଙ୍କୁ ଗିରଫ କରିଛି। ଜବତ ଟ୍ରଲର ଓ କର୍ମଚାରୀଙ୍କୁ ଅସ୍ତରଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କ ବିରୋଧରେ ମେରାଇନ ଫିସରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜବତ ଟ୍ରଲର ଗୁଡିକ ବାଲେଶ୍ୱର ଓ ପରାଦୀପ ଅଞ୍ଚଳର ବୋଲି ଜଣାପଡିଛି।

crimestopperslogo

crimestopperslogo

Rakesh Mallick
  • Published: Monday, 28 November 2016
  • Updated: 28 November 2016, 12:12 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ବେଆଇନ ମାଛ ଧରୁଥିବା ଅଭିଯୋଗରେ କୋଷ୍ଟଗାର୍ଡ ୪ଟି ଟ୍ରଲର ଜବତ କରିବା ସହ ୩୨ ଜଣଙ୍କୁ ଗିରଫ କରିଛି।

ଜବତ ଟ୍ରଲର ଓ କର୍ମଚାରୀଙ୍କୁ ଅସ୍ତରଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କ ବିରୋଧରେ ମେରାଇନ ଫିସରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଜବତ ଟ୍ରଲର ଗୁଡିକ ବାଲେଶ୍ୱର ଓ ପରାଦୀପ ଅଞ୍ଚଳର ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story