ପୁରୀ ଟ୍ରେନ ପୋଡ଼ି ଘଟଣାରେ ଗିରଫ ରାମଚନ୍ଦ୍ରନକୁ ୩ଦିନ ରିମାଣ୍ଡରେ ନେଲା ଜିଆରପି

ପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଙ୍କୁ ଜିଆରପି ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇଛି। ଏ ନେଇ ପୁରୀ ଏସଡିଜିଏମଙ୍କ କୋର୍ଟ ଅନୁମତି ଦେଇଛନ୍ତି। ପୁରୀ ଟ୍ରେନ ପୋଡ଼ି ଘଟଣାର ଏନଆଇଏ ତଦନ୍ତ ହେଲେ ଏହି ଘଟଣା ପଛରେ ଥିବା ଅଧିକ ରହସ୍ୟ ଉନ୍ମୋଚନ ହୋଇପାରିବ। ତଦନ୍ତ ପ୍ରକ୍ରିୟାରେ ଏନ୍ଆଇଏକୁ ସାମିଲ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରାଯିବା ପରେ ଏହା କହିଥିଲେ ପୋଲିସ ଡିଜି କେବି ସିଂ। ପୁରୀ […]

puri

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 01:16 PM IST

ପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଙ୍କୁ ଜିଆରପି ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇଛି। ଏ ନେଇ ପୁରୀ ଏସଡିଜିଏମଙ୍କ କୋର୍ଟ ଅନୁମତି ଦେଇଛନ୍ତି। ପୁରୀ ଟ୍ରେନ ପୋଡ଼ି ଘଟଣାର ଏନଆଇଏ ତଦନ୍ତ ହେଲେ ଏହି ଘଟଣା ପଛରେ ଥିବା ଅଧିକ ରହସ୍ୟ ଉନ୍ମୋଚନ ହୋଇପାରିବ। ତଦନ୍ତ ପ୍ରକ୍ରିୟାରେ ଏନ୍ଆଇଏକୁ ସାମିଲ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରାଯିବା ପରେ ଏହା କହିଥିଲେ ପୋଲିସ ଡିଜି କେବି ସିଂ। ପୁରୀ ଘଟଣା ପୂର୍ବରୁ ଉତ୍ତରପ୍ରଦେଶର ହରିଦ୍ୱାର ଓ ବିହାରର ଗୟା ଷ୍ଟେସନରେ ବି ଅନୁରୂପ ଭାବେ ନିଆଁ ଲାଗିଥିଲା।

Related story