ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଘଣ୍ଟିଖାଲ ଗାଁର ଭରତ ହୁଇକାଙ୍କ ଟାଙ୍ଗିଆ ଚୋଟରେ ସାଧୁ ହୁଇକା ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଭରତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଘଣ୍ଟିଖାଲ ଗାଁରେ ଭରତଙ୍କ ଘରକୁ ସାଧୁ ଯାଇଥିଲେ। ଏହି ସମୟରେ ଭରତ  ଏକ ଟାଙ୍ଗିଆରେ ତାଙ୍କୁ  ଆକ୍ରମଣ କରିଥିଲେ। ଆକ୍ରମଣରେ ସାଧୁଙ୍କ ଛାତି, ପେଟ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ […]

r.gada

r.gada

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 03:03 PM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଘଣ୍ଟିଖାଲ ଗାଁର ଭରତ ହୁଇକାଙ୍କ ଟାଙ୍ଗିଆ ଚୋଟରେ ସାଧୁ ହୁଇକା ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଭରତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଘଣ୍ଟିଖାଲ ଗାଁରେ ଭରତଙ୍କ ଘରକୁ ସାଧୁ ଯାଇଥିଲେ। ଏହି ସମୟରେ ଭରତ  ଏକ ଟାଙ୍ଗିଆରେ ତାଙ୍କୁ  ଆକ୍ରମଣ କରିଥିଲେ। ଆକ୍ରମଣରେ ସାଧୁଙ୍କ ଛାତି, ପେଟ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ସାଧୁଙ୍କୁ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos