ରାୟଗଡ଼ା:  ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଲୱେ କୋଲନୀରୁ ପୋଲିସ୍‌ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ୧୦୬ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅବଦୁଲ ହାଜି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଗତକାଲି ଅବକାରୀ ବିଭାଗ ରେଲୱେ କୋଲନୀରେ ଚୋରା ଗଞ୍ଜେଇ ଥିବା ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା।

raigada

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 04:42 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଲୱେ କୋଲନୀରୁ ପୋଲିସ୍‌ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ୧୦୬ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅବଦୁଲ ହାଜି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ଗତକାଲି ଅବକାରୀ ବିଭାଗ ରେଲୱେ କୋଲନୀରେ ଚୋରା ଗଞ୍ଜେଇ ଥିବା ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା।

Related story