ରାଜ୍ୟର ଆଉ ୩୬ଟି ଜେଲରେ ଲାଗିବ ସିସିଟିଭି

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜେଲରେ ଲାଗିବ ସିସିଟିଭି କ୍ୟାମେରା। କଏଦୀଙ୍କ ଗତିବିଧିକୁ କଡ଼ା ନଜର ରଖିବାକୁ ଜେଲ୍ ବିଭାଗ ପକ୍ଷରୁ ଆହୁରି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ଏଡିଜି ସିଦ୍ଧାର୍ଥ ନର୍ଭେନ୍ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା ୯୧ଟି ଜେଲ୍ ମଧ୍ୟରୁ ୩୬ଟି ଜେଲରେ ଲାଗିବ ସିସିଟିଭି କ୍ୟାମେରା। ୨୨୫ଟି ସିସିଟିଭି ଓ ୧୫ଟି ପିଟିଜେଡ୍ କ୍ୟାମେରା ଲଗାଯିବା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କ। ବିନିଯୋଗ ହେବ।ଏନେଇ ଟେଣ୍ଡର ପ୍ରକ୍ରିୟା […]

new cctv instalazation in jail

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 01:22 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜେଲରେ ଲାଗିବ ସିସିଟିଭି କ୍ୟାମେରା। କଏଦୀଙ୍କ ଗତିବିଧିକୁ କଡ଼ା ନଜର ରଖିବାକୁ ଜେଲ୍ ବିଭାଗ ପକ୍ଷରୁ ଆହୁରି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ଏଡିଜି ସିଦ୍ଧାର୍ଥ ନର୍ଭେନ୍ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା ୯୧ଟି ଜେଲ୍ ମଧ୍ୟରୁ ୩୬ଟି ଜେଲରେ ଲାଗିବ ସିସିଟିଭି କ୍ୟାମେରା। ୨୨୫ଟି ସିସିଟିଭି ଓ ୧୫ଟି ପିଟିଜେଡ୍ କ୍ୟାମେରା ଲଗାଯିବା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କ। ବିନିଯୋଗ ହେବ।ଏନେଇ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟର ୫୦ଟି ଜେଲରେ ସିସିଟିଭି କାର୍ଯ୍ୟ କରୁଛି।

Related story