ଲାଞ୍ଚ ନେଇ ବାଲୁଗାଁ ରେଞ୍ଜର ଗିରଫ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ରେଞ୍ଜର ପ୍ରସନ୍ନ କୁମାର ମହାନ୍ତିଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ହେମନ୍ତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି।

ranger

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 01:19 PM IST

Related story