ଛୁଆ ମୁଣ୍ଡରେ ପିସ୍ତଲ ରଖି ୧୦ ଭରି ସୁନା ଲୁଟ୍‌

ରାଉରକେଲା: ରାଉରକେଲାରେ ଆଜି ଏକ ଛୁଆ ମୁଣ୍ଡରେ ପିସ୍ତଲ ରଖି ୧୦ ଭରି ସୁନା ଲୁଟି ନେଲେ ଦୁଇ ଜଣ ଦୁର୍ବୃତ୍ତ। ଘଟଣାଟି ଘଟିଛି ସହରର ସେକ୍ଟର ୪ ଅଞ୍ଚଳରେ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ତ୍ରିବିକ୍ରସ ସେଠଙ୍କ ଘରୁ ହୋଇଛି ଏହି ଲୁଟ୍। ସକାଳ ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ଘଟିଛି ଏହି ଘଟଣା। ପୋଲିସ୍ ଘଟଣାର ତଦନ୍ତ କରୁଛି। ତ୍ରିବିକ୍ରସଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ଦୁଇ ଜଣ ବ୍ୟକ୍ତି ଖାତାକଲମ ଧରି ଆସିଥିଲେ। […]

rkl loot

rkl loot

Rakesh Mallick
  • Published: Friday, 13 January 2017
  • Updated: 13 January 2017, 04:32 PM IST

Sports

Latest News

ରାଉରକେଲା: ରାଉରକେଲାରେ ଆଜି ଏକ ଛୁଆ ମୁଣ୍ଡରେ ପିସ୍ତଲ ରଖି ୧୦ ଭରି ସୁନା ଲୁଟି ନେଲେ ଦୁଇ ଜଣ ଦୁର୍ବୃତ୍ତ। ଘଟଣାଟି ଘଟିଛି ସହରର ସେକ୍ଟର ୪ ଅଞ୍ଚଳରେ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ତ୍ରିବିକ୍ରସ ସେଠଙ୍କ ଘରୁ ହୋଇଛି ଏହି ଲୁଟ୍। ସକାଳ ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ଘଟିଛି ଏହି ଘଟଣା। ପୋଲିସ୍ ଘଟଣାର ତଦନ୍ତ କରୁଛି।

ତ୍ରିବିକ୍ରସଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ଦୁଇ ଜଣ ବ୍ୟକ୍ତି ଖାତାକଲମ ଧରି ଆସିଥିଲେ। ଲାଗୁଥିଲା ଯେମିତି ସେମାନେ କିଛି ବିଲ୍ କାଟିବା ପାଇଁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଛୁଆ ମୁଣ୍ଡରେ ପିସ୍ତଲ ରଖିବା ମାତ୍ରେ ସେ ଅଚେତ ହୋଇଯାଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos