ଆର୍ଥିକ ଅନିୟମିତତା ଅଭିଯୋଗରେ ଆର୍‌ଏମ୍‌ଆର୍‌ସି ଆକାଉଣ୍ଟାଣ୍ଟ୍ ଗିରଫ

କଟକ: ଆର୍ଥିକ ଅନିୟମିତତା ଅଭିଯୋଗରେ ଆର୍‌ଏମ୍‌ଆର୍‌ସି ଆକାଉଣ୍ଟାଣ୍ଟକୁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ମଙ୍ଗଳବାର ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ୍‌ ହେଲେ ଦିଲୀପ ମହାନ୍ତି। ଦିଲୀପଙ୍କ ବିରୋଧରେ ୧ କୋଟି ୨୨ ଲକ୍ଷ ଟଙ୍କା  ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଅଫିସରଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ଖୋଳତାଡ଼ କରୁଛି।

crime-branch

crime-branch

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 06:29 AM IST

Sports

Latest News

କଟକ: ଆର୍ଥିକ ଅନିୟମିତତା ଅଭିଯୋଗରେ ଆର୍‌ଏମ୍‌ଆର୍‌ସି ଆକାଉଣ୍ଟାଣ୍ଟକୁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ମଙ୍ଗଳବାର ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ୍‌ ହେଲେ ଦିଲୀପ ମହାନ୍ତି। ଦିଲୀପଙ୍କ ବିରୋଧରେ ୧ କୋଟି ୨୨ ଲକ୍ଷ ଟଙ୍କା  ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଅଫିସରଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos