ବିଚ୍‌ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ଛେଚିଲେ ମହିଳା

ଭୁବନେଶ୍ୱର: ଭୁବନେଶ୍ୱର ମହିଳା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଜଣେ ମହିଳା ଚପଲରେ ନିସ୍ତୁକ ମାଡ଼ ମାରିଛନ୍ତି। କ୍ୟାପିଟାଲ ଥାନାର କର୍ମଚାରୀ ପରିଚୟ ଦେଇ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ମହିଳା କମିଶନକୁ ଆସିଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ କହି ବ୍ୟକ୍ତି ଜଣକ ନିଜ ବାଇକରେ ନେଇ ଲାଞ୍ଛନା ଦେଇଥିଲେ। ଏ ସମ୍ପର୍କରେ ପୀଡ଼ିତା ଜଣକ ସମ୍ପୃକ୍ତ ମହିଳା (ମାଡ଼ ମାରିଥିବା)ଙ୍କୁ ଜଣାଇଥିଲେ। ସେବେଠାରୁ ମହିଳା ଜଣଙ୍କ […]

bbsr

bbsr

Rakesh Mallick
  • Published: Monday, 30 January 2017
  • Updated: 30 January 2017, 08:44 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମହିଳା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଜଣେ ମହିଳା ଚପଲରେ ନିସ୍ତୁକ ମାଡ଼ ମାରିଛନ୍ତି। କ୍ୟାପିଟାଲ ଥାନାର କର୍ମଚାରୀ ପରିଚୟ ଦେଇ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।

ମହିଳା କମିଶନକୁ ଆସିଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ କହି ବ୍ୟକ୍ତି ଜଣକ ନିଜ ବାଇକରେ ନେଇ ଲାଞ୍ଛନା ଦେଇଥିଲେ। ଏ ସମ୍ପର୍କରେ ପୀଡ଼ିତା ଜଣକ ସମ୍ପୃକ୍ତ ମହିଳା (ମାଡ଼ ମାରିଥିବା)ଙ୍କୁ ଜଣାଇଥିଲେ। ସେବେଠାରୁ ମହିଳା ଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜୁଥିଲେ। ଆଜି ମହିଳା ଜଣଙ୍କ ମହିଳା କମିଶନଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମୁହଁ ଲୁଚାଇ ପଳାଇ ଯାଉଥିବା ବେଳେ ତାଙ୍କ ହାବୁଡରେ ପଡି ଯାଇଥିଲେ। ସେ ବ୍ୟକ୍ତି ଜଣଙ୍କୁ ଧରି ଚପଲରେ ନିସ୍ତୁକ ମାଡ଼ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story