ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ରୋଜଭ୍ୟାଲି ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡର ଗୁମର ଖୋଲୁଛି। ଓଡିଶା ଲିଙ୍କ, ମନିଟ୍ରେଲ ଓ  ଗୁପ୍ତଧନ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଇଛନ୍ତି ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା କୁଣ୍ଡୁଙ୍କୁ ପଚରା ଉଚରା ବେଳେ କ୍ରାଇମବ୍ରାଞ୍ଚକୁ ଏମିତି ତଥ୍ୟ ମିଳିଛି। କମିଶନ ଆକାରରେ ଏକାଧିକ ହାଇପେଡ ଏଜେଣ୍ଟ ଲକ୍ଷଲକ୍ଷ ଟଙ୍କା ନେଇଛନ୍ତି। ଯାହାର ନାମ ତାଲିକା କ୍ରାଇମବ୍ରାଞ୍ଚକୁ ଗୌତମ ଦେଇଥିବା ଜଣାପଡ଼ିଛି। ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍‌ କୋଲକାତା ରୋଜଭ୍ୟାଲି କାର୍ଯ୍ୟାଳୟରେ […]

rosevalley_b1211

rosevalley_b1211

Rakesh Mallick
  • Published: Friday, 12 May 2017
  • Updated: 12 May 2017, 09:49 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡର ଗୁମର ଖୋଲୁଛି। ଓଡିଶା ଲିଙ୍କ, ମନିଟ୍ରେଲ ଓ  ଗୁପ୍ତଧନ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଇଛନ୍ତି ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା କୁଣ୍ଡୁଙ୍କୁ ପଚରା ଉଚରା ବେଳେ କ୍ରାଇମବ୍ରାଞ୍ଚକୁ ଏମିତି ତଥ୍ୟ ମିଳିଛି। କମିଶନ ଆକାରରେ ଏକାଧିକ ହାଇପେଡ ଏଜେଣ୍ଟ ଲକ୍ଷଲକ୍ଷ ଟଙ୍କା ନେଇଛନ୍ତି। ଯାହାର ନାମ ତାଲିକା କ୍ରାଇମବ୍ରାଞ୍ଚକୁ ଗୌତମ ଦେଇଥିବା ଜଣାପଡ଼ିଛି। ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍‌ କୋଲକାତା ରୋଜଭ୍ୟାଲି କାର୍ଯ୍ୟାଳୟରେ ଛାନଭିନ କରୁଛି। ଓଡ଼ିଶାର ଏକ ଘରୋଇ ଟିଭି ଚାନେଲ ମାଲିକ ମନୋଜ ଦାସ ମଧ୍ୟ କ୍ରାଇମବ୍ରାଞ୍ଚ ସ୍କାନରରେ ଆସିପାରନ୍ତି। ଏଟି ଲିଙ୍କରେ ଗିରଫ ହୋଇ ସେ ଜେଲ ଯାଇ ଏବେ ଜାମିନରେ ଅଛନ୍ତି। ରୋଜଭ୍ୟାଲି ମାଧ୍ୟମରେ ଯେଉଁ ଏଜେଣ୍ଟମାନେ ବ୍ୟାଙ୍କକ୍ ଓ ହଂକଂ ଯାଇଥିଲେ ସେମାନେ ମଧ୍ୟ କ୍ରାଇମବ୍ରାଞ୍ଚ ସ୍କାନରରେ ଆସିବେ। ଫଳରେ ଗିରଫଦାରୀ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ଓଡିଶାରୁ ସଂଗୃହୀତ ଟଙ୍କାର ୨୦ ପ୍ରତିଶତ ଓଡିଶାରେ ରହୁଥିବାବେଳେ ବଳକା ଅଂଶ କମ୍ପାନୀର ମୁଖ୍ୟ ଦପ୍ତର କୋଲକାତାକୁ ପଠାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story