ଆର.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ମାଓନେତା ସବ୍ୟସାଚୀ ପଣ୍ଡା ହାଜର

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଆଜି ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଛନ୍ତି। ଭିନ୍ନ ଭିନ୍ନ ସମୟରେ ଜିଲ୍ଲାରେ ସଂଗଠିତ ୮ଟି ମାମଲାରେ ସବ୍ୟସାଚୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ଏହିସବୁ ମାମଲା ମଧ୍ୟରେ ୧୯୯୯ ଓ ୨୦୦୫ ମସିହାରେ ଆର.ଉଦୟଗିରି ଜେଲ୍ ଆକ୍ରମଣ ଓ ମୋବାଇଲ ଟାୱାର ପୋଡ଼ି ଭଳି ଚର୍ଚ୍ଚିତ ଘଟଣା ରହିଛି।

pands

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 12:43 PM IST

Related story