ସଚିବାଳୟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଳୟରେ ମୃତ୍ୟୁ

ଭୁବନେଶ୍ୱର: ସଚିବାଳୟ ନିକଟରେ ରବିବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଆଜି କ୍ୟାପିଟାଲ ହସପିଟାଲରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ନିରାକାର ସାହୁ। ତାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀରେ। ରବିବାର ସଚିବାଳୟ ନିକଟ ରାସ୍ତା କଡରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା।

bhu

bhu

Rakesh Mallick
  • Published: Monday, 19 October 2015
  • Updated: 19 October 2015, 06:02 AM IST

Sports

Latest News

ଭୁବନେଶ୍ୱର: ସଚିବାଳୟ ନିକଟରେ ରବିବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଆଜି କ୍ୟାପିଟାଲ ହସପିଟାଲରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ନିରାକାର ସାହୁ। ତାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀରେ। ରବିବାର ସଚିବାଳୟ ନିକଟ ରାସ୍ତା କଡରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos