୭ ଆନ୍ତଃରାଜ୍ୟ ଡକାୟତ ଗିରଫ, ୫ ବନ୍ଧୁକ ଜବତ

ସମ୍ବଲପୁର: ସମ୍ବଲପୁର ସହରରେ ଏକ ଋଣ ପ୍ରଦାନକାରୀ କମ୍ପାନୀରୁ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ୭ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କଠାରୁ ୫ଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ଗିରଫ ଡକାୟତମାନଙ୍କ ମଧ୍ୟରୁ ୪ ଜଣ ଉତ୍ତର ପ୍ରଦେଶର, ୨ ଜଣ ବିହାରର ଓ ଜଣେ ପଞ୍ଜାବର ବୋଲି ଜଣାପଡ଼ିଛି। ଗତ ୧୮ ତାରିଖରେ ବରଗଡ଼ ହଲଦିପାଲି ଗୁଳିକାଣ୍ଡ ଘଟଣାରେ ଏହି ଗ୍ୟାଙ୍ଗର […]

guns

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 03:28 PM IST

ସମ୍ବଲପୁର: ସମ୍ବଲପୁର ସହରରେ ଏକ ଋଣ ପ୍ରଦାନକାରୀ କମ୍ପାନୀରୁ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିବା ବେଳେ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ୭ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କଠାରୁ ୫ଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

ଗିରଫ ଡକାୟତମାନଙ୍କ ମଧ୍ୟରୁ ୪ ଜଣ ଉତ୍ତର ପ୍ରଦେଶର, ୨ ଜଣ ବିହାରର ଓ ଜଣେ ପଞ୍ଜାବର ବୋଲି ଜଣାପଡ଼ିଛି।

ଗତ ୧୮ ତାରିଖରେ ବରଗଡ଼ ହଲଦିପାଲି ଗୁଳିକାଣ୍ଡ ଘଟଣାରେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ଆହତ ହୋଇଥିବା ବେଳେ ତାକୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Related story