ସମ୍ବଲପୁର: ନିଖୋଜ ବିଡି କମ୍ପାନୀ ମାଲିକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ନିଖୋଜ ଥିବା ନବଭାରତ ବିଡି କମ୍ପାନୀର ମାଲିକ ଲଳିତ କୁମାର ପଟେଲଙ୍କ ମୃତଦେହକୁ ସମ୍ବଲପୁରର ରେଙ୍ଗାଲି ଥାନା ଅଧୀନ ପୁରୁଣା ବସ୍ତିରୁ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ପାଇଁ ତାଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ଏହି ଘଟଣାରେ କେହି ଗିରଫ […]

deadbody

deadbody

Rakesh Mallick
  • Published: Friday, 25 November 2016
  • Updated: 25 November 2016, 04:16 PM IST

Sports

Latest News

ସମ୍ବଲପୁର: ନିଖୋଜ ଥିବା ନବଭାରତ ବିଡି କମ୍ପାନୀର ମାଲିକ ଲଳିତ କୁମାର ପଟେଲଙ୍କ ମୃତଦେହକୁ ସମ୍ବଲପୁରର ରେଙ୍ଗାଲି ଥାନା ଅଧୀନ ପୁରୁଣା ବସ୍ତିରୁ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ପାଇଁ ତାଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ଏହି ଘଟଣାରେ କେହି ଗିରଫ ହୋଇ ନ ଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story