ହାତୀଦାନ୍ତ ଜବତ, ୫ ଗିରଫ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କଂସର ଅଞ୍ଚଳରୁ ବନ ବିଭାଗ ଦୁଇଟି ହାତୀଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ହାତୀଦାନ୍ତ ସମ୍ପର୍କରେ ଖବର ପାଇ ଦକ୍ଷିଣ ବନଖଣ୍ଡ ବିଭାଗ ଚଢ଼ାଉ କରିଥିଲା। ହାତୀଦାନ୍ତ କାରବାରରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଛି। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

elephant teath

elephant teath

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 11:08 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କଂସର ଅଞ୍ଚଳରୁ ବନ ବିଭାଗ ଦୁଇଟି ହାତୀଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ହାତୀଦାନ୍ତ ସମ୍ପର୍କରେ ଖବର ପାଇ ଦକ୍ଷିଣ ବନଖଣ୍ଡ ବିଭାଗ ଚଢ଼ାଉ କରିଥିଲା।

ହାତୀଦାନ୍ତ କାରବାରରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଛି। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story