ସମ୍ବଲପୁର ଏସଡିଜେଏମଙ୍କ ଗାଡ଼ି ଉପରକୁ ଢେଲାମାଡ଼

ସମ୍ବଲପୁର:  ସମ୍ବଲପୁର ଏସଡିଜେଏମ୍‌ ବିନୋଦ ସାହୁଙ୍କ ଗାଡି ଉପରକୁ ଢେଲାମାଡ଼ ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ଟାଉନଥାନା ପୋଲିସ୍‌। ବିନୋଦ ଏସଡିଜେଏମ୍‌ କୋର୍ଟ ଭିତରେ ଥିବା ବେଳେ କୋର୍ଟ ବିଲଡିଂରେ ଥିବା ତାଙ୍କ କାରର ଉପରକୁ ଢେଲାମାଡ଼ ହୋଇଥିଲା। ଫଳରେ ବିନୋଦଙ୍କ ଗାଡ଼ିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ତେବେ କାହିଁକି ତାଙ୍କ ଗାଡ଼ି ଉପରକୁ ଢେଲାମାଡ଼ ହେଲା ସେ ନେଇ ପୋଲିସ୍‌ ଅନୁସନ୍ଧାନ କରୁଛି। ଜିଲ୍ଲା ଓକିଲ ସଂଘ ଏହି ଘଟଣାକୁ ନିନ୍ଦା କରିଛି।

samlpur

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 07:45 PM IST

Related story