ସିସୋର ଚିଟ୍‌ଫଣ୍ଡ ଠକେଇ: ପ୍ରଶାନ୍ତଙ୍କ ସମେତ ୩ ଜଣଙ୍କୁ ଏସ୍‌ଏଫ୍‌ଆଇଓର ପୁଣି ଜେରା

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଆଜି ପୁଣି ସିରିୟସ୍‌ ଫ୍ରଡ୍ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌(ଏସ୍‌ଏଫ୍‌ଆଇଓ) ଟିମ୍‌ ଜେରା କରୁଛି। ସେହିପରି ପ୍ରଶାନ୍ତଙ୍କ ସାନ ଭାଇ ଓ ମଧ୍ୟସ୍ତି ଶୁଭଙ୍କର ନାୟକଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଏସ୍‌ଏଫ୍‌ଆଇଓର ଏକ ଟିମ୍‌ ଜେରା କରୁଛି। ସେମାନଙ୍କୁ ଜେରା ପାଇଁ ନିକଟରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଥିଲା। ମାସେ ମଧ୍ୟରେ ଜେରା ଶେଷ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏସ୍‌ଏଫ୍‌ଆଓ ଅର୍ଥତ୍ତ୍ୱ […]

prasant dash

prasant dash

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 04:43 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଆଜି ପୁଣି ସିରିୟସ୍‌ ଫ୍ରଡ୍ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌(ଏସ୍‌ଏଫ୍‌ଆଇଓ) ଟିମ୍‌ ଜେରା କରୁଛି। ସେହିପରି ପ୍ରଶାନ୍ତଙ୍କ ସାନ ଭାଇ ଓ ମଧ୍ୟସ୍ତି ଶୁଭଙ୍କର ନାୟକଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଏସ୍‌ଏଫ୍‌ଆଇଓର ଏକ ଟିମ୍‌ ଜେରା କରୁଛି। ସେମାନଙ୍କୁ ଜେରା ପାଇଁ ନିକଟରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଥିଲା। ମାସେ ମଧ୍ୟରେ ଜେରା ଶେଷ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଏସ୍‌ଏଫ୍‌ଆଓ ଅର୍ଥତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ପ୍ରଦୀପ ସେଠୀଙ୍କ ସମେତ ୩ ଜଣଙ୍କୁ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story