ଋଣ ଫେରସ୍ତ ନ କରିବାରୁ ଶିବାନୀ ବିଲ୍ଡରଙ୍କ ଘର ସିଲ କଲା ବ୍ୟାଙ୍କ

ଭୁବନେଶ୍ୱର: ଡୁମୁଡୁମା ସ୍ଥିତ ଗ୍ରାମବ୍ୟାଙ୍କରୁ ୫କୋଟି ଟଙ୍କା ଋଣ ଆଣି ଫେରାଇ ନ ଥିବାରୁ  ଶିବାନୀ  ବିଲ୍ଡରଙ୍କ ଘର ବ୍ୟାଙ୍କ ସିଲ କରିଛି। ରତିକାନ୍ତଙ୍କ ଭୀମଟାଙ୍କିସ୍ଥିତ ଘର ଏବଂ ଚିନ୍ତାମଣିଶ୍ୱର ସ୍ଥିତ ଘରକୁ ବନ୍ଧକ ରଖି ସେ ଏହି ଋଣ ଆଣିଥିଲେ। ତେବେ ସେ ଏପର୍ଯ୍ୟନ୍ତ ଋଣ ସୁଝି ନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍‌ ସହାୟତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍‌ କରିଛନ୍ତି। ପୂର୍ବରୁ ନକଲି ସୁନା ଦେଇ ରତିକାନ୍ତ ସେହି ଗ୍ରାମବ୍ୟାଙ୍କରୁ […]

vv

vv

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 07:48 PM IST

ଭୁବନେଶ୍ୱର: ଡୁମୁଡୁମା ସ୍ଥିତ ଗ୍ରାମବ୍ୟାଙ୍କରୁ ୫କୋଟି ଟଙ୍କା ଋଣ ଆଣି ଫେରାଇ ନ ଥିବାରୁ  ଶିବାନୀ  ବିଲ୍ଡରଙ୍କ ଘର ବ୍ୟାଙ୍କ ସିଲ କରିଛି। ରତିକାନ୍ତଙ୍କ ଭୀମଟାଙ୍କିସ୍ଥିତ ଘର ଏବଂ ଚିନ୍ତାମଣିଶ୍ୱର ସ୍ଥିତ ଘରକୁ ବନ୍ଧକ ରଖି ସେ ଏହି ଋଣ ଆଣିଥିଲେ। ତେବେ ସେ ଏପର୍ଯ୍ୟନ୍ତ ଋଣ ସୁଝି ନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍‌ ସହାୟତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍‌ କରିଛନ୍ତି। ପୂର୍ବରୁ ନକଲି ସୁନା ଦେଇ ରତିକାନ୍ତ ସେହି ଗ୍ରାମବ୍ୟାଙ୍କରୁ ୧୨ କୋଟି ଟଙ୍କା ଋଣ ନେଇଥିଲେ। ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story