ମୟୂରଭଞ୍ଜ: ପାରିବାରିକ କଳହରୁ ୫ମାସର ଶିଶୁର ତଣ୍ଟିଚିପି ହତ୍ୟା କଲା ବାପା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ କାଠିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହରୁ ୫ମାସର ଶିଶୁକନ୍ୟାର ତିଣ୍ଟି ଚିପି ତା’ର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

death

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 03:32 PM IST

Related story