ସମ୍‌ ଅଗ୍ନିକାଣ୍ଡ ମାମଲା: ମନୋଜଙ୍କ ପତ୍ନୀ ଓ ଭଉଣୀଙ୍କୁ ମିଳିଲା ଜାମିନ

କଟକ: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ମାଲିକ ମନୋଜ ନାୟକଙ୍କ ପତ୍ନୀ ଶାଶ୍ୱତୀ ଦାସ ଏବଂ ଭଉଣୀ ରଞ୍ଜନା ନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସଂସ୍ଥାର ଟ୍ରଷ୍ଟି ହୋଇଥିଲେ ମଧ୍ୟ ହସ୍ପିଟାଲର ଦୈନନ୍ଦୀନ ପରିଚାଳନାରେ ସେମାନଙ୍କ କୌଣସି ଭୂମିକା ନ ଥିବା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ମନୋଜ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କ ମଧ୍ୟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଅକ୍ଟୋବର ୧୭ […]

sum-hospital

sum-hospital

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 09:13 PM IST

କଟକ: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ମାଲିକ ମନୋଜ ନାୟକଙ୍କ ପତ୍ନୀ ଶାଶ୍ୱତୀ ଦାସ ଏବଂ ଭଉଣୀ ରଞ୍ଜନା ନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସଂସ୍ଥାର ଟ୍ରଷ୍ଟି ହୋଇଥିଲେ ମଧ୍ୟ ହସ୍ପିଟାଲର ଦୈନନ୍ଦୀନ ପରିଚାଳନାରେ ସେମାନଙ୍କ କୌଣସି ଭୂମିକା ନ ଥିବା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ମନୋଜ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କ ମଧ୍ୟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ଅକ୍ଟୋବର ୧୭ ତାରିଖରେ ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos