ଭୁବନେଶ୍ୱର: ଠକେଇ ଅଭିଯୋଗରେ ବିଲ୍ଡର ହିମାଂଶୁ ଶେଖର ନାୟକ ଗିରଫ
ଭୁବନେଶ୍ୱର: ଡୁପ୍ଲେକ୍ସ ଘର ଦେବାକୁ କହି ୩୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଭୁବନେଶ୍ୱରର ସହିଦ ନଗର ପୋଲିସ୍ ରବିବାର ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ହିମାଂଶୁ ଶେଖର ନାୟକ। ସେ ଭୁବନେଶ୍ୱର ସ୍ଥିତ ଶ୍ରେୟା ଇନଫ୍ରା ଗ୍ରୁପର ମାଲିକ। ତାଙ୍କୁ ଗତକାଲିଠାରୁ ପୋଲିସ୍ ଅଟକ ରଖିଥିଲେ। ତେବେ ପଚରାଉଚରା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସେହିଭଳି ଟଙ୍କା ଫେରାଇ ପାରିବେ ନାହିଁ ବୋଲି କହିଥିଲେ। ଏହା ପରେ […]
ଭୁବନେଶ୍ୱର: ଡୁପ୍ଲେକ୍ସ ଘର ଦେବାକୁ କହି ୩୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଭୁବନେଶ୍ୱରର ସହିଦ ନଗର ପୋଲିସ୍ ରବିବାର ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ହିମାଂଶୁ ଶେଖର ନାୟକ। ସେ ଭୁବନେଶ୍ୱର ସ୍ଥିତ ଶ୍ରେୟା ଇନଫ୍ରା ଗ୍ରୁପର ମାଲିକ। ତାଙ୍କୁ ଗତକାଲିଠାରୁ ପୋଲିସ୍ ଅଟକ ରଖିଥିଲେ। ତେବେ ପଚରାଉଚରା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସେହିଭଳି ଟଙ୍କା ଫେରାଇ ପାରିବେ ନାହିଁ ବୋଲି କହିଥିଲେ। ଏହା ପରେ ତାଙ୍କୁ ପୋଲିସ୍ ଗିରଫ କରିଛି।