କୋର୍ଟ ଚାଲାଣ ବେଳେ ସମିତି ସଭ୍ୟ ପ୍ରାର୍ଥୀ ଚମ୍ପଟ

ଭଦ୍ରକ: ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ମଙ୍ଗରାଜପୁର ଗ୍ରାମର ବିକାଶ ସେନାପତି ଆଜି ଭଦ୍ରକ କୋର୍ଟରୁ ଚମ୍ପଟ ମାରିଛନ୍ତି। ପାରିବାରିକ କଳହକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ବିକାଶ ପରିବାର ଲୋକଙ୍କୁ ମାଡ଼ପିଟ୍‌ କରିଥିବା ତାଙ୍କ ବାପା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ନଂ. ୩୧।୧୭ରେ ଏକ ମାମଲା ରୁଜୁ କରି ବିକାଶକୁ ଗିରଫ କରିଥିଲା। ବିକାଶଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଥିବା ବେଳେ ପରିଶ୍ରା ବାହାନା କରି ସେ […]

tihidi panchayat

tihidi panchayat

Rakesh Mallick
  • Published: Monday, 30 January 2017
  • Updated: 31 January 2017, 09:09 AM IST

Sports

Latest News

ଭଦ୍ରକ: ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ମଙ୍ଗରାଜପୁର ଗ୍ରାମର ବିକାଶ ସେନାପତି ଆଜି ଭଦ୍ରକ କୋର୍ଟରୁ ଚମ୍ପଟ ମାରିଛନ୍ତି। ପାରିବାରିକ କଳହକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା।

ବିକାଶ ପରିବାର ଲୋକଙ୍କୁ ମାଡ଼ପିଟ୍‌ କରିଥିବା ତାଙ୍କ ବାପା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ନଂ. ୩୧।୧୭ରେ ଏକ ମାମଲା ରୁଜୁ କରି ବିକାଶକୁ ଗିରଫ କରିଥିଲା। ବିକାଶଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଥିବା ବେଳେ ପରିଶ୍ରା ବାହାନା କରି ସେ ଚମ୍ପଟ ମାରିଥିଲେ। ତାଙ୍କୁ ଧରିବାକୁ ଟାଉନ୍‌ ଥାନା ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story