ବ୍ରହ୍ମପୁର: ଦୁଇ ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗିରଫ,୩୧ ବାଇକ୍‌ ଜବତ  

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌ ଦ୍ୱାରା ଦୁଇ ଜଣ ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା  ଗିରଫ  କରିବା ସହ  ୩୧ଟି ମୋଟର ସାଇକେଲ ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ଜ୍ୟୋତି ନଗରର ତପନ କୁମାର ବିଶୋଇ ଓ ଅଡ଼ବା ଚାନ୍ଦ୍ରିଗୁଡ଼ାର ରୁବେନ ନାୟକ। ବିଏନ୍‌ପୁର ଥାନା,ଟାଉନଥାନା ଓ ଗୋଷାଣିନୂଆଗାଁ ପୋଲିସର ମିଳିତ ଚଢ଼ାଉ ଏହି ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରାଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସଡିପିଓ ଶାନ୍ତନୁ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

giraf

Rakesh Mallick
  • Published: Saturday, 18 February 2017
  • , Updated: 18 February 2017, 08:01 PM IST

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌ ଦ୍ୱାରା ଦୁଇ ଜଣ ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା  ଗିରଫ  କରିବା ସହ  ୩୧ଟି ମୋଟର ସାଇକେଲ ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ଜ୍ୟୋତି ନଗରର ତପନ କୁମାର ବିଶୋଇ ଓ ଅଡ଼ବା ଚାନ୍ଦ୍ରିଗୁଡ଼ାର ରୁବେନ ନାୟକ।

ବିଏନ୍‌ପୁର ଥାନା,ଟାଉନଥାନା ଓ ଗୋଷାଣିନୂଆଗାଁ ପୋଲିସର ମିଳିତ ଚଢ଼ାଉ ଏହି ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରାଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସଡିପିଓ ଶାନ୍ତନୁ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related story