ଉମରକୋଟ ଗୋଷ୍ଠୀ ସଂଘର୍ଷ ମାମଲା: ବିଜେଡି ବ୍ଲକ ସଭାପତି ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଗୋଷ୍ଠୀ ସଂଘର୍ଷ ଓ ୨ ଜଣଙ୍କୁ ହତ୍ୟା କରିବା ମାମଲାରେ ବୁଧବାର ବିଜେଡିର ବ୍ଲକ ସଭାପତି ଦେବୀସିଂ ମାଝିଙ୍କୁ ଗିରଫ କରିଛି ପୋଲିସ। ଜଙ୍ଗଲ ଜମିରେ ଗଛ ଲଗାଇବାକୁ କେନ୍ଦ୍ର କରି ଜୁଲାଇ ୧୭ ତାରିଖ ଦିନ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଫଗନୁ ଭତରା ଏବଂ ବଳିରାମ ହରିଜନ ନାମକ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।ଏଥିରେ ବିଜେଡିର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଭାପତି ଦାବୀସିଂ ମାଝିଙ୍କ ସମ୍ପୃକ୍ତି ଥିବା […]

umarkot

umarkot

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 10:31 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଗୋଷ୍ଠୀ ସଂଘର୍ଷ ଓ ୨ ଜଣଙ୍କୁ ହତ୍ୟା କରିବା ମାମଲାରେ ବୁଧବାର ବିଜେଡିର ବ୍ଲକ ସଭାପତି ଦେବୀସିଂ ମାଝିଙ୍କୁ ଗିରଫ କରିଛି ପୋଲିସ।

ଜଙ୍ଗଲ ଜମିରେ ଗଛ ଲଗାଇବାକୁ କେନ୍ଦ୍ର କରି ଜୁଲାଇ ୧୭ ତାରିଖ ଦିନ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଫଗନୁ ଭତରା ଏବଂ ବଳିରାମ ହରିଜନ ନାମକ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।ଏଥିରେ ବିଜେଡିର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଭାପତି ଦାବୀସିଂ ମାଝିଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି ଉମରକୋଟ ଆଇଆଇସି ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସୂଚନାଯୋଗ୍ୟା ବାଉଁଶବେଡା ଗାଁର ଏକ ବିବାଦୀୟ ଜମିରେ ବନ ବିଭାଗ ପକ୍ଷରୁ ଲଗାଇଥିବା ଗଛକୁ ବଳିରାମ ଉପାଡି ଦେଇଥିଲେ। ଏ ନେଇ ଗାଁର କିଛି ବ୍ୟକ୍ତି ବଳିରାମଙ୍କ ଘରକୁ ଆସି ପଚରାଉଚରା କରିଥିଲେ। ଏହି ସମୟରେ ବଳିରାମ ଏକ ଛୁରୀରେ ଫଗନୁ ଭତରା ଓ ଗୁରୁବାରୁ ଭତରାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଫଗନୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାରୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ କିଛି ଗ୍ରାମବାସୀ ବଳିରାମକୁ ପିଟିପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story