ସୁନ୍ଦରଗଡ଼ ଜଳ ସଂପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜଳ ସଂପଦ ବିଭାଗର ସହକାରୀ ଯନ୍ତ୍ରୀ ଶଙ୍କର କିଷାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। କିଷାନଙ୍କ ଝାରସୁଗୁଡ଼ା ସ୍ଥିତ ପୈତୃକ ଘର ସହ ୨ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଛି। ସୁନ୍ଦରଗଡର ଶଙ୍କରା ଓ ତଳସରାରେ ଥିବା  ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

vigilance

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 04:16 PM IST

Related story