ରାସ୍ତାରେ ଧରିଲା ଭିଜିଲାନ୍ସ

ଢେଙ୍କାନାଳ: ରାସ୍ତା ଉପରୁ ଧରାହେଲେ ରେଙ୍ଗାଲି ବାମ କେନାଲର ସହକାରୀ ନିର୍ବାହୀ ଯନ୍ତ୍ରୀ।  ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଲ ଜିଲ୍ଲା ଭୁବନ ରେଙ୍ଗାଲି ୩ ନମ୍ବର ସବଡିଭିଜନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କୁମାର ସେନାପତି ବିଭିନ୍ନ ଠିକାଦାରଙ୍କଠାରୁ ୮୭ ହଜାର ୬୫୦ ଟଙ୍କା ଲାଞ୍ଚ ନେଇଥିଲେ।  ସେ  ଗତକାଲି ଏହି ଟଙ୍କା ନେଇ ଯାଉଥିବା ଢେଙ୍କାନାଳ ଜିଲ୍ଲା ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର […]

vigilance

vigilance

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 02:52 PM IST

Sports

Latest News

ଢେଙ୍କାନାଳ: ରାସ୍ତା ଉପରୁ ଧରାହେଲେ ରେଙ୍ଗାଲି ବାମ କେନାଲର ସହକାରୀ ନିର୍ବାହୀ ଯନ୍ତ୍ରୀ।  ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଲ ଜିଲ୍ଲା ଭୁବନ ରେଙ୍ଗାଲି ୩ ନମ୍ବର ସବଡିଭିଜନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କୁମାର ସେନାପତି ବିଭିନ୍ନ ଠିକାଦାରଙ୍କଠାରୁ ୮୭ ହଜାର ୬୫୦ ଟଙ୍କା ଲାଞ୍ଚ ନେଇଥିଲେ।  ସେ  ଗତକାଲି ଏହି ଟଙ୍କା ନେଇ ଯାଉଥିବା ଢେଙ୍କାନାଳ ଜିଲ୍ଲା ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା ଭିଜିଲାନ୍ସ ତାଙ୍କୁ ପିଛା କରି  ଭୁବନ ସ୍ଥିତ ବ୍ରାହ୍କଣୀ ବ୍ରିଜ୍ ଉପରେ ତାଙ୍କୁ  ଧରିଥିଲା। ସେହିପରି ପ୍ରକାଶଙ୍କ ଭୁବନେଶ୍ୱରର ଡୁଡୁମା ସ୍ଥିତ ହାଉସିଂ ବୋର୍ଡ଼ କଲୋନି ବାସଭବନରେ ବି ଚଢାଉ କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story