ସଦାଶିବ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୂଆପଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଖରିଆର ତହସିଲଦାର ଇନଚାର୍ଜ ସଦାଶିବ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଦାଶିବଙ୍କ ନୂଆପଡ଼ା, ରାୟଗଡ଼ା, ଭବାନୀପାଟଣା ଓ ଜୟପୁରରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ାଉ କରିଛି। ସଦାଶିବଙ୍କ ଅଫିସ, ଘର ଓ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

vigilance

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 03:32 PM IST

Related story