ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ବିକ୍ରମ କେଶରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା  ବିକ୍ରମ କେଶରୀ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିକ୍ରମଙ୍କ  କୋରାପୁଟ ଜିଲ୍ଲା କୋଟପାଡ ସ୍ଥିତ ଘର, ବାଲେଶ୍ୱର ଫକୀରମୋହନ ନଗରରେ ଥିବା ବିକ୍ରମଙ୍କ ଶ୍ୱଶୁର ଘର ଓ ଭୋଗରାଇ କମର୍ଦ୍ଦାସ୍ଥିତ ପୈତୃକ ଘରେ ଏକାକାଳୀନ ଚଢ଼ାଉ କରାଯାଇଛି। ବିକ୍ରମ  କୋରାପୁଟ  ଜିଲ୍ଲା କୋଟପାଡ଼ରେ କାର୍ଯ୍ୟରତ ଅଛନ୍ତି।  

vigilance

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 12:18 PM IST

Related story