ଖଲାସି ଜିତେନ୍ଦ୍ରୀୟ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଆରଡ୍ଲ୍ୟୁଏସଏସ ଅଫିସରେ ଚାକିରି କରୁଥିବା ଖଲାସି ଜିତେନ୍ଦ୍ରୀୟ କୁମାର ପଣ୍ଡାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତେନ୍ଦ୍ରୀୟ ପାଲଲହଡ଼ା ସ୍ଥିତ ନିଜ ବାସଭବନ,ଶ୍ୱଶୁର ଘର, ଆରଡ୍ଲ୍ୟୁଏସଏସ ଅଫିସ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ପୈତୃକ ଘରେ ଏକାଳୀନ ଚଢ଼ାଉ କରାଯାଇଛି। ପାଲଲହଡ଼ା ଉଦୟପୁରରେ ଜିତେନ୍ଦ୍ରୀୟ ଙ୍କର ଏକ ଦୁଇ ମହଲା କୋଠା ରହିଛି। ଭିଜିଲାନ୍ସର ୪ଟି ଟିମ୍ ଚଢ଼ାଉରେ ନିୟୋଜିତ ଅଛନ୍ତି। […]

vigilance

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 09:59 AM IST

ଅନୁଗୋଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଆରଡ୍ଲ୍ୟୁଏସଏସ ଅଫିସରେ ଚାକିରି କରୁଥିବା ଖଲାସି ଜିତେନ୍ଦ୍ରୀୟ କୁମାର ପଣ୍ଡାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତେନ୍ଦ୍ରୀୟ ପାଲଲହଡ଼ା ସ୍ଥିତ ନିଜ ବାସଭବନ,ଶ୍ୱଶୁର ଘର, ଆରଡ୍ଲ୍ୟୁଏସଏସ ଅଫିସ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ପୈତୃକ ଘରେ ଏକାଳୀନ ଚଢ଼ାଉ କରାଯାଇଛି। ପାଲଲହଡ଼ା ଉଦୟପୁରରେ ଜିତେନ୍ଦ୍ରୀୟ ଙ୍କର ଏକ ଦୁଇ ମହଲା କୋଠା ରହିଛି। ଭିଜିଲାନ୍ସର ୪ଟି ଟିମ୍ ଚଢ଼ାଉରେ ନିୟୋଜିତ ଅଛନ୍ତି।

 

Related story