ଶିକ୍ଷା ବିଭାଗ ଅଧିକାରୀ ପ୍ରଶାନ୍ତ କରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଶିକ୍ଷା ବିଭାଗ ଅଧିକାରୀ ପ୍ରଶାନ୍ତ କରଙ୍କ କଟକ ତେଲେଙ୍ଗାପେଣ୍ଠରେ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆଜି ଭୋରରୁ ଭିଜିଲାନ୍ସର ଏକ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ସ୍ଥାନୀୟ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିବା ବେଳେ  ତାଙ୍କର  ଏନଜିଓ ସଂସ୍ଥା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

vgilance

vgilance

Rakesh Mallick
  • Published: Friday, 05 August 2016
  • Updated: 05 August 2016, 04:17 PM IST

Sports

Latest News

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଶିକ୍ଷା ବିଭାଗ ଅଧିକାରୀ ପ୍ରଶାନ୍ତ କରଙ୍କ କଟକ ତେଲେଙ୍ଗାପେଣ୍ଠରେ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଆଜି ଭୋରରୁ ଭିଜିଲାନ୍ସର ଏକ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ସ୍ଥାନୀୟ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିବା ବେଳେ  ତାଙ୍କର  ଏନଜିଓ ସଂସ୍ଥା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos