ପୂର୍ବତନ ୱାର୍ଡମେମ୍ବରଙ୍କୁ ପୋଡ଼ି ହତ୍ୟା

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ଅଳିଆ ଘିଙ୍ଗାସାହିର ଆମ୍ବବଗିଚାରୁ ପୂର୍ବତନ ୱାର୍ଡମେମମ୍ବର ବାରିଆ ସୋରେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି। ଗତକାଲି ସନ୍ଧ୍ୟାରେ କେହି ତାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବାରିଆଙ୍କ ମୁହଁ ଓ ହାତ ବନ୍ଧା ହୋଇଛି। ତେବେ କିଏ ଓ କେଉଁ କାରଣରୁ ତାଙ୍କର ହତ୍ୟା କଲା ତାହା ଜଣାପଡ଼ିନି। ବାରିଆ ଘିଙ୍ଗାସାହି ୮ ନମ୍ବର ୱାର୍ଡର ପୂର୍ବତନ ୱାର୍ଡମେମ୍ବର।

udala

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 07:55 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ଅଳିଆ ଘିଙ୍ଗାସାହିର ଆମ୍ବବଗିଚାରୁ ପୂର୍ବତନ ୱାର୍ଡମେମମ୍ବର ବାରିଆ ସୋରେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି। ଗତକାଲି ସନ୍ଧ୍ୟାରେ କେହି ତାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବାରିଆଙ୍କ ମୁହଁ ଓ ହାତ ବନ୍ଧା ହୋଇଛି। ତେବେ କିଏ ଓ କେଉଁ କାରଣରୁ ତାଙ୍କର ହତ୍ୟା କଲା ତାହା ଜଣାପଡ଼ିନି।

ବାରିଆ ଘିଙ୍ଗାସାହି ୮ ନମ୍ବର ୱାର୍ଡର ପୂର୍ବତନ ୱାର୍ଡମେମ୍ବର।

Related story