ସ୍ୱାମୀଙ୍କ ବିରୋଧରେ ଅନୈତିକ ସମ୍ପର୍କ ଅଭିଯୋଗ ଆଣିଲେ ମହିଳା: କହିଲେ ମୋ ପାଖରେ ଭିଡିଓ ଅଛି

କଟକ: ମୋ ସ୍ୱାମୀଙ୍କର ଏକାଧିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଏହାର ଭିଡିଓ ମଧ୍ୟ ମୋ ପାଖରେ ଅଛି। ସ୍ୱାମୀଙ୍କ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଲା। ଖାଲି ଅଭିଯୋଗ ଆଣି ନାହାନ୍ତି ନ୍ୟାୟ ଦାବିରେ କଟକ ଜିଲ୍ଲା ଜଗତପୁର ଶ୍ରୀକୋରୁଆଁ ଗୁରୁବାରି ସାହିସ୍ଥିତ ଶାଶୂଘର ଆଗରେ ପିଲାଛୁଆ ଧରି ଧାରଣାରେ ବସିଛନ୍ତି। ଏହାସହ ସେ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ଅଭିଯୋଗ […]

ctc

ctc

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 09:59 PM IST

Sports

Latest News

କଟକ: ମୋ ସ୍ୱାମୀଙ୍କର ଏକାଧିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଏହାର ଭିଡିଓ ମଧ୍ୟ ମୋ ପାଖରେ ଅଛି। ସ୍ୱାମୀଙ୍କ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଲା। ଖାଲି ଅଭିଯୋଗ ଆଣି ନାହାନ୍ତି ନ୍ୟାୟ ଦାବିରେ କଟକ ଜିଲ୍ଲା ଜଗତପୁର ଶ୍ରୀକୋରୁଆଁ ଗୁରୁବାରି ସାହିସ୍ଥିତ ଶାଶୂଘର ଆଗରେ ପିଲାଛୁଆ ଧରି ଧାରଣାରେ ବସିଛନ୍ତି। ଏହାସହ ସେ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ମହିଳା ଜଣଙ୍କ ଅଭିଯୋଗ କହିଛନ୍ତି ଜଗତସିଂହପୁର ଜିଲ୍ଲାର ଜ୍ୟୋତିପ୍ରସାଦ ମହାନ୍ତିଙ୍କୁ ସେ ପ୍ରେମ ବିବାହ କରିଥିଲେ। ଶାଶୂଘର ଲୋକେ କଟକର ତୁଳସୀପୁରରେ ଏକ ଜମି ଦେବାକୁ ଦାବି କରିଥିଲେ। ମୋ ବାପା ଏ ଟଙ୍କାରେ ଜାଗା କିଣି ଦେଇ ପାରିବେ ନାହିଁ ବୋଲି କହିବାରୁ କଟକର ଯେ କୌଣସି ସ୍ଥାନରେ ଜାଗା ଦେବାକୁ କହିଥିଲେ। ଏ ନେଇ ମୁଁ ମୋ ବାପାଙ୍କୁ କହିବାରୁ ସେ ମୋ ପାଇଁ ଜାଗା କିଣିବାକୁ ସ୍ଥିର କରିଥିଲେ। ହେଲେ ଶାଶୂଘର ଲୋକେ ମୋ ସ୍ୱାମୀଙ୍କ ନାଁରେ ଜମି କିଣିବାକୁ ଦାବି ଧରିଥିଲେ। ଶେଷରେ ମୋ ବାପା ଜାଗା କିଣିବାକୁ ସ୍ୱାମୀଙ୍କୁ ଟଙ୍କା ଦେଇଥିଲେ। କିଛିଦିନ ଠିକରେ ଚାଲିବା ପରେ ପୁଣି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଚାକରାଣିକୁ ଘରୁ ବାହାର କରିଦେଇ ଘର କାମ ମୋତେ କରାଉଥିଲେ। ଏହାସହ ମାଡଗାଳି ଦେଉଥିଲେ। ଶେଷରେ ଘରୁ ବାହାର କରିଦେଲେ। ମୋ ଦୁଇ ପିଲାଙ୍କୁ ନ୍ୟାୟ ଦେବାକୁ ମୁଁ ଏଠାରେ ଧାରଣାରେ ବସିଛି। ମୋ ବାପାଙ୍କ ଟଙ୍କାରେ କିଣା ଯାଇଥିବା ଜାଗା ମୋତେ ଫେରା ନ ଯିବା ପର୍ଯ୍ୟନ୍ତ ମୁଁ ଧାରଣାରୁ ଉଠିବି ନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାମୀଙ୍କର ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ପୀଡିତା। ସମ୍ପୃକ୍ତା ମହିଳାଙ୍କ ସହ ସ୍ୱାମୀଙ୍କର ଭିଡିଓ ତାଙ୍କ ପାଖରେ ଥିବା ସେ ଦାବି କରିଛନ୍ତି। ଏ ନେଇ ପୂର୍ବରୁ କଟକ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ସେ।

ମହିଳାଙ୍କ ଅଭିଯୋଗ ସମ୍ପର୍କରେ ତାଙ୍କ ସ୍ୱାମୀ କିମ୍ବା ଶାଶୂଘର ଲୋକଙ୍କର ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story