ୟାଜଦାନୀ ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ 

କଟକ: ୟାଜଦାନୀ ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଆୟକର ବିଭାଗ  ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଲିଙ୍କରେ ସିରାଜଉଦ୍ଦିନ କମ୍ପାନୀର ଯୋଡ଼ା ଅଫିସ, ବଳଦାରେ ଥିବା ଖଣି ଅଞ୍ଚଳ, ଭୁବନେଶ୍ୱରରେ ଥିବା ଅଫିସ୍‌, କମ୍ପାନୀ ମାଲିକଙ୍କ ବାସଭବନ, କୋଲକାତାରେ ଥିବା ଅଫିସ୍‌ ଓ ବାସଭବନ ଏବଂ ଭୁବନେଶ୍ୱର ନିକଟ ପାହାଳରେ ଥିବା ସିଗନେଜର ହାଇଟସ୍‌ରେ ଥିବା ତ୍ରିବେଣୀ ଆର୍ଥ ମୁଭର୍ସର ଅଫିସ ଉପରେ ଆଜି ଏକ କାଳୀନ ଚଢ଼ାଉ କରାଯାଇଛି। ସିରାଜୁଦ୍ଦିନ ଖଣି କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ […]

chadau

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 08:06 PM IST

କଟକ: ୟାଜଦାନୀ ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଆୟକର ବିଭାଗ  ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଲିଙ୍କରେ ସିରାଜଉଦ୍ଦିନ କମ୍ପାନୀର ଯୋଡ଼ା ଅଫିସ, ବଳଦାରେ ଥିବା ଖଣି ଅଞ୍ଚଳ, ଭୁବନେଶ୍ୱରରେ ଥିବା ଅଫିସ୍‌, କମ୍ପାନୀ ମାଲିକଙ୍କ ବାସଭବନ, କୋଲକାତାରେ ଥିବା ଅଫିସ୍‌ ଓ ବାସଭବନ ଏବଂ ଭୁବନେଶ୍ୱର ନିକଟ ପାହାଳରେ ଥିବା ସିଗନେଜର ହାଇଟସ୍‌ରେ ଥିବା ତ୍ରିବେଣୀ ଆର୍ଥ ମୁଭର୍ସର ଅଫିସ ଉପରେ ଆଜି ଏକ କାଳୀନ ଚଢ଼ାଉ କରାଯାଇଛି।

ସିରାଜୁଦ୍ଦିନ ଖଣି କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି।

Related story