୧୮ରେ ଆନନ୍ଦପୁର ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ୍‌

ଆନନ୍ଦପୁର: ଆନନ୍ଦପୁର ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଆସନ୍ତା ୧୮ ତାରିଖରେ ମତଦାନ ହେବ। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆନନ୍ଦପୁର ପୌର ପରିଷଦର ୧୦ ଜଣ କାଉନସିଲର ଉପାଧ୍ୟକ୍ଷଙ୍କ ବିରୋଧରେ ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ୪ଜଣ ବିଜେଡି, ୩ଜଣ କଂଗ୍ରେସ ଓ ୩ଜଣ ସ୍ୱାଧୀନ କାଉନସିଲର ଅନସ୍ତା ପ୍ରସ୍ତାବ ଆଣିଥିଲେ। ଉପାଧ୍ୟକ୍ଷଙ୍କ କାର୍ଯ୍ୟଧାରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏମାନେ ଲିଖିତ […]

anandapur

Rakesh Mallick
  • Published: Thursday, 03 March 2016
  • , Updated: 18 March 2016, 04:51 AM IST

ଆନନ୍ଦପୁର: ଆନନ୍ଦପୁର ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଆସନ୍ତା ୧୮ ତାରିଖରେ ମତଦାନ ହେବ। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆନନ୍ଦପୁର ପୌର ପରିଷଦର ୧୦ ଜଣ କାଉନସିଲର ଉପାଧ୍ୟକ୍ଷଙ୍କ ବିରୋଧରେ ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ୪ଜଣ ବିଜେଡି, ୩ଜଣ କଂଗ୍ରେସ ଓ ୩ଜଣ ସ୍ୱାଧୀନ କାଉନସିଲର ଅନସ୍ତା ପ୍ରସ୍ତାବ ଆଣିଥିଲେ। ଉପାଧ୍ୟକ୍ଷଙ୍କ କାର୍ଯ୍ୟଧାରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏମାନେ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଘଟଣାର ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ମତଦାନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story