ବିଜେପିର ୬ ଘଣ୍ଟିଆ ବେଲପାହାଡ଼ ବନ୍ଦ ଡାକରା

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦର ବିଭିନ୍ନ କାମରେ ଦୁର୍ନୀତି ଓ ବିକାଶ କାର୍ଯ୍ୟ ଠପ୍‌ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ଡାକରା ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ। ଗତ ଡିସେମ୍ୱର ମାସରେ ବେଲପାହାଡ଼ ପୌରପରିଷଦରେ ଅଚଳାବସ୍ଥା ଓ ରାସନ କାର୍ଡ ଦୁର୍ନୀତି ଅଭିଯୋଗ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

jarasuguda

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 11:12 AM IST

Related story