କଟକ: ଅଭିନବ ଉପାୟରେ ଭିକ୍ଷା ଦିବସ ପାଳିତ

କଟକ: କଟକ ମର୍କତନଗର ଅଞ୍ଚଳରେ ଭିକାରୀ ବେଶରେ କିଛି ଲୋକ ରବିବାର ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଏହାପରେ ଭିକ୍ଷା ମାଗୁଥିବା ଲୋକେ ଏକ ଶିକ୍ଷାନୁଷ୍ଠାନର ଓ ସେମାନେ ଭିକ୍ଷା ଦିବସ ପାଳନ କରୁଥିବା ସୂଚନା ଦେଇଥିଲେ। ଏଥିପାଇଁ ସେମାନେ ଡିସିପିଙ୍କଠାରୁ ଅନୁମତି ନେଇଥିବା ମର୍କତନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ctc

Rakesh Mallick
  • Published: Sunday, 03 January 2016
  • , Updated: 04 January 2016, 03:26 AM IST

Related story