ପାପଡାହାଣ୍ଡିରେ ପାଳିତ ହେଲା ସହିଦ୍‌ ଦିବସ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଆଜି ସହିଦ୍‌ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରେର ସହିଦ୍‌ଙ୍କ ତିଳତର୍ପଣ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ୧୯୪୨ ମସିହା ଆଜିର ଦିନରେ ପାପଡ଼ାହାଣ୍ଡି ଟୁରୀ ନଦୀ କୂଳରେ ସ୍ୱାଧୀନତା ସଂଗ୍ରାମରେ ୧୯ ଜଣ ସଂଗ୍ରାମୀ ସହିଦ୍‌ ହୋଇଥିଲେ। ସେହି ଦିନଠାରୁ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।

Saheed Smrutistambha Papadahandi

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 06:10 PM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଆଜି ସହିଦ୍‌ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରେର ସହିଦ୍‌ଙ୍କ ତିଳତର୍ପଣ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।

୧୯୪୨ ମସିହା ଆଜିର ଦିନରେ ପାପଡ଼ାହାଣ୍ଡି ଟୁରୀ ନଦୀ କୂଳରେ ସ୍ୱାଧୀନତା ସଂଗ୍ରାମରେ ୧୯ ଜଣ ସଂଗ୍ରାମୀ ସହିଦ୍‌ ହୋଇଥିଲେ। ସେହି ଦିନଠାରୁ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।

Related story