ଆଜିଠାରୁ କଟକରେ ଗଡ଼ିବ ପିଙ୍କ୍ ଅଟୋ

କଟକ: କଟକରେ ଆଜିଠାରୁ ଗଡ଼ିବ ପିଙ୍କ୍ ଅଟୋ। ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ଓ ଅଟୋ ଆସୋସିଏସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ଭୁବନେଶ୍ୱର ପରେ କଟକରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଅଟୋ ୫ଟି ସ୍ଥାନରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ବାଦାମବାଡି, ରେଲୱେ ଷ୍ଟେସନ, ଏସିସିବି ମେଡିକାଲ, ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ସିଡିଏ ରୁଟରେ ଏହି ଅଟୋ ଚାଲିବ। ପିଙ୍କ ଅଟୋ ଡ୍ରାଇଭରମାନଙ୍କ ପାଇଁ […]

pinkauto

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 07:37 AM IST

କଟକ: କଟକରେ ଆଜିଠାରୁ ଗଡ଼ିବ ପିଙ୍କ୍ ଅଟୋ। ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ଓ ଅଟୋ ଆସୋସିଏସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ଭୁବନେଶ୍ୱର ପରେ କଟକରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଅଟୋ ୫ଟି ସ୍ଥାନରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ବାଦାମବାଡି, ରେଲୱେ ଷ୍ଟେସନ, ଏସିସିବି ମେଡିକାଲ, ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ସିଡିଏ ରୁଟରେ ଏହି ଅଟୋ ଚାଲିବ। ପିଙ୍କ ଅଟୋ ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡର ମଧ୍ୟ ବ୍ୟବସ୍ଥା କରାଯାଇଛି।

Related story