ଅନୁଗୋଳ: ୭ ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାସଂଘ

ଅନୁଗୋଳ: ଜମିର ଉଚିତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ସହିତ ୭ ଦଫା ଦାବି ନେଇ ଆଜି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ଦ୍ୱାରା ବିସ୍ଥାପିତ ଓ  କ୍ଷତିଗସ୍ତ ଗ୍ରାମବାସୀମାନେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୀରକିଶୋର ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଶହ ଶହ କ୍ଷତିଗ୍ରସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ […]

angul

angul

Rakesh Mallick
  • Published: Monday, 07 September 2015
  • Updated: 07 September 2015, 12:28 PM IST

Sports

Latest News

[caption id="attachment_30453" align="alignleft" width="300"]angul ଅନୁଗୋଳ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଜିନ୍ଦଲ କ୍ଷତିଗ୍ରସ୍ତଙ୍କ ବିକ୍ଷୋଭ[/caption]

ଅନୁଗୋଳ: ଜମିର ଉଚିତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ସହିତ ୭ ଦଫା ଦାବି ନେଇ ଆଜି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ଦ୍ୱାରା ବିସ୍ଥାପିତ ଓ  କ୍ଷତିଗସ୍ତ ଗ୍ରାମବାସୀମାନେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୀରକିଶୋର ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଶହ ଶହ କ୍ଷତିଗ୍ରସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲ୍ଲାପାଳ ପ୍ରସନ୍ନ କୁମାର ଦାଶ କହିଛନ୍ତି ଯେ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି। ସେମାନଙ୍କ ଦାବିଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ। ଏହି କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ଦାବିଗୁଡ଼ିକ ମଧ୍ୟରେ ରହିଛି- କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଏକର ପିଛା ୨୦ ଲକ୍ଷ ଟଙ୍କା ପ୍ରଦାନ, ଜମିହରା ପରିବାରଗୁଡ଼ିକର ପ୍ରତ୍ୟେକ ସାବାଳକଙ୍କୁ କାନ୍ଦାନୀ ଜେଏସପିଏଲରେ ସ୍ଥାୟୀ ନିଯୁକ୍ତି, ଜେଏସପିଏଲ କାନ୍ଦାନୀର ସିଜିପିରୁ ନିର୍ମିତ ବିଷାକ୍ତ ଗ୍ୟାସ ଓ ପାଣିକୁ ବାହାରକୁ ନଛାଡ଼ିବା, କଂପାନୀ ପକ୍ଷରୁ କାନ୍ଦାନୀରେ ଦଖଳ କରାଯାଇଥିବା ପଂଚାୟତ ରାସ୍ତା ଓ ଗ୍ରାମ୍ୟ ରାସ୍ତାକୁ ସଂପୂର୍ଣ୍ଣ ଭାବେ ମୁକ୍ତ କରିବା ଓ ଜେଏସପିଏଲ ସୁରକ୍ଷାକର୍ମୀଙ୍କ ମାଡ଼ରେ ଆହତ ଗ୍ରାମବାସୀଙ୍କୁ ଚିକିତ୍ସା ବାବଦ ଅର୍ଥ ଯୋଗାଇ ଦେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story