ଅନୁଗୋଳ: ଦୁର୍ଘଟଣାରେ ବାପ ଓ ପୁଅ ଗୁରୁତର

ଅନୁଗୋଳ: ଗତକାଲି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ପର୍ଶୁମାଳ ନିକଟରେ ସଡ଼କ ଦୁର୍ଘଟଣାରେ ସୁବାସ ବାରିକ ଓ ତାଙ୍କ ୫ ବର୍ଷର ପୁଅ ସୁବ୍ରତ ଆହତ ହୋଇଥିଲେ। ସେମାନଙ୍କୁ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୁବ୍ରତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

angul accident

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 10:05 PM IST

Related story