ବାଇକ୍‌କୁ ପିଟି ଦେଲା ଟ୍ରକ୍‌: ଜଣେ ମହିଳାଙ୍କ ସମେତ ୩ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନ୍‌ଟିପିସି ନିକଟରେ ଆଜି ଏକ ବାଇକ୍‌କୁ ଟ୍ରକ୍‌ଟିଏ ଧକ୍କା ଦେବାରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତ ତିନି ଡେରେଙ୍ଗରୁ ଏନ୍‌ଟିପିସି ଅଭିମୁଖେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଟ୍ରକ୍ ଚାଳକ ଆହତ ହୋଇଛି। ତାକୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

accident

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 11:41 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନ୍‌ଟିପିସି ନିକଟରେ ଆଜି ଏକ ବାଇକ୍‌କୁ ଟ୍ରକ୍‌ଟିଏ ଧକ୍କା ଦେବାରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ଆହତ ତିନି ଡେରେଙ୍ଗରୁ ଏନ୍‌ଟିପିସି ଅଭିମୁଖେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା।

ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଟ୍ରକ୍ ଚାଳକ ଆହତ ହୋଇଛି। ତାକୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story